Twitter | Hľadať | |
Dharmendra Pradhan
Minister of Petroleum & Natural Gas and Skill Development & Entrepreneurship, Government of India. Views personal. RTs not endorsement
28 590
Tweety
1 611
Sledovaní
1 016 456
Sledujúci
Tweety
Používateľ Dharmendra Pradhan retweetol
Amit Shah 3 h
मोदी जी के नेतृत्व में हमारे 4 'B' हैं - बढ़ता भारत, बनता भारत।  और यह महागठबंधन वालों के 4 ‘B’ हैं - बुआ, भतीजा, भाई और बहन।
Reply Retweet Páči sa
Používateľ Dharmendra Pradhan retweetol
Narendra Modi 3 h
Euphoric New India Youth Conclave in Surat. Watch the interaction.
Reply Retweet Páči sa
Dharmendra Pradhan 4 h
Signs of winds of change in Odisha. Glimpses of the rally at Gop Block in Puri today. Thank the people for their support and affection.
Reply Retweet Páči sa
Dharmendra Pradhan 4 h
ପୁରୀ ଜିଲ୍ଲାରେ ଯେତେ ପାଣି ସମୁଦ୍ରକୁ ବୋହିଯାଉଛି, ଯଦି ମୁଖ୍ୟମନ୍ତ୍ରୀ ଏହାକୁ ସଂରକ୍ଷିତ ରଖିବାର ବ୍ୟବସ୍ଥା କରନ୍ତେ ତେବେ ପୁରୀ ଜିଲ୍ଲାର ଚାଷୀ ତଥା ଜଗନ୍ନାଥ ସେବକମାନେ ପୂରା ଭାରତ ବର୍ଷକୁ ପନିପରିବା ଯୋଗାଇ ପାରନ୍ତେ ।
Reply Retweet Páči sa
Dharmendra Pradhan 4 h
ଓଡିଶାର ଗଣମାଧ୍ୟମରେ ରାଜ୍ୟରେ ଥିବା ମନ୍ତ୍ରୀଗଣଙ୍କ ଭାଇ ମନେ ମଧ୍ୟ କାଳିଆ ଯୋଜନାରେ ହିତାଧିକାରୀ ଥିବା ପ୍ରକାଶିତ ହୋଇଛି ।  ମୁଁ ଥାଉ ଥାଉ ଜଣେ ଚାଷୀ କାଳିଆ ଯୋଜନାରୁ ବଂଚିତ ହେବେନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 
Reply Retweet Páči sa
Dharmendra Pradhan 4 h
ପୁରୀ, ବ୍ରହ୍ମଗିରି, ସାତପଡା, କୃଷ୍ଣପ୍ରସାଦ ସ୍ୱାର୍ଥରେ ମେରାଇନ ଡ୍ରାଇଭ ଜାତୀୟ ରାଜପଥରେ ପରିଣତ ହେଉ ଏବଂ ପୁରୀ ସଦର ବ୍ଲକ ବିଶ୍ୱସ୍ତରୀୟ ଅଂଚଳରେ ପରିବର୍ତ୍ତନ ହେଉ ।
Reply Retweet Páči sa
Dharmendra Pradhan 4 h
ଓଡିଶାର ପୁଞ୍ଜି ହେଲା ଓଡିଶାର ସମୁଦ୍ର । ଓଡିଆମାନେ ବିଭିନ୍ନ ଦେଶକୁ ଯାଇ ବ୍ୟବସାୟ କରୁଥିଲେ । ଏହି ପରିପ୍ରେକ୍ଷୀରେ ସେହି ସମୁଦ୍ର କୂଳରେ ନୂଆ ଅର୍ଥନୀତି ତିଆରି ହେଉ,ପର୍ଯ୍ୟଟନ ବଢୁ, ପରିବେଶ ସନ୍ତୁଳନ ଠିକ୍ ରହିବା ସହିତ ବ୍ୟବସାୟ ବଢିବା ଚିନ୍ତା ପ୍ରକଟ କରି ମୋଦି ସରକାର କୋଷ୍ଟାଲ  ହାଇୱେର ପରିକଳ୍ପନା କଲେ ।
Reply Retweet Páči sa
Dharmendra Pradhan 4 h
କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ପରିବାର ପାଇଁ ପାଇଖାନା ଯୋଗାଇ ଦେଉଥିଲେ ମଧ୍ୟ ଦଳୀୟ କର୍ମୀ ଲାଂଚ ନେବା କାରଣରୁ ଏଠାରେ ପାଇଖାନା ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହୋଇଛି ।
Reply Retweet Páči sa
Dharmendra Pradhan 4 h
ଜିଲ୍ଲାର ସବୁ ଘରେ ପାଇପ ଯୋଗେ  ପିଇବା ପାଣି ନାହିଁ, ୨୪ ଘଣ୍ଟା ବିଜୁଳି ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଓଡିଶାରେ ଜଳସେଚନ ବିଭାଗର ମନ୍ତ୍ରୀ ଲମ୍ବା ସମୟ ଧରି ରହିବା ପରେ ମଧ୍ୟ ଜଳସେଚନରେ ଘୋର ଅବ୍ୟବସ୍ଥା ଦେଖାଯାଇଛି ।
Reply Retweet Páči sa
Dharmendra Pradhan 4 h
ଏ ଚଷାଚାଷୀ  ଅଂଚଳରେ ୧୯ ବର୍ଷର ଦୁର୍ନୀତିଗ୍ରସ୍ତ , ଅପାରଗ,ସ୍ଥାଣୁ, ସମ୍ବେଦନହୀନ ଓ ମିଛୁଆ ସରକାରକୁ ଜବାବ ମାଗିବାର ସମୟ ଆସିଛି । ପୁରୀ ଜିଲ୍ଲାର ଅଧା ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଡାକ୍ତର କୁଆଡେ ଗଲା ଏହାର ଜବାବ୍ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ ।
Reply Retweet Páči sa
Dharmendra Pradhan 4 h
ମହାନ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆ ଓ ବକ୍ସି ଜଗବନ୍ଧୁଙ୍କ ଜନ୍ମ ମାଟି ପୁରୀ ଜିଲ୍ଲାର ଗୋପ ବ୍ଲକରେ ଆୟୋଜିତ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲି ।
Reply Retweet Páči sa
Používateľ Dharmendra Pradhan retweetol
Narendra Modi 5 h
In Dandi, a unique tribute to Bapu and brave Satyagrahis.
Reply Retweet Páči sa
Používateľ Dharmendra Pradhan retweetol
BJP 6 h
PM Shri inaugurates Dandi Yatra Salt Memorial & Museum in Dandi, Gujarat.
Reply Retweet Páči sa
Používateľ Dharmendra Pradhan retweetol
Narendra Modi 7 h
Inaugurating the state-of-the-art Venus Hospital in Surat. Watch.
Reply Retweet Páči sa
Používateľ Dharmendra Pradhan retweetol
Narendra Modi 9 h
Surat Airport to be expanded, leading to enhanced connectivity and prosperity. Watch.
Reply Retweet Páči sa
Dharmendra Pradhan 7 h
My Address at Movement meeting at Gop in Puri. Watch Live-
Reply Retweet Páči sa
Dharmendra Pradhan 8 h
Attending Public Rally at Gop Block in Puri. Watch Live-
Reply Retweet Páči sa
Dharmendra Pradhan 8 h
Some glimpses from the rally in Bari today. I thank the people of Bari for their affection and warm reception today.
Reply Retweet Páči sa
Dharmendra Pradhan 8 h
Odisha CM Naveen Patnaik & OPCC Chief Niranjan Patnaik are controlled by mining mafias and Chit fund scamsters.
Reply Retweet Páči sa
Dharmendra Pradhan 8 h
State govt. talks about women empowerment, but rape victims & their families are denied justice. People are deprived of welfare schemes because of their inability to pay bribe and PC.
Reply Retweet Páči sa