इस जानकारी को छोड़ दें

ଯୀଶୁଙ୍କ ନିଆରା ଜୀବନ କାହାଣୀ

ଏପିସୋଡ ୧: ଜଗତ ପାଇଁ ସତ୍ୟର ଆଲୋକ

ଏହି ଏପିସୋଡରେ ଦେଖନ୍ତୁ ଯେ ଯୀଶୁଙ୍କ ଜନ୍ମ ସହ ଜଡ଼ିତ କେଉଁ କେଉଁ ଜବରଦସ୍ତ ଘଟଣାଗୁଡ଼ିକ ଘଟିଲା ।

 

ଏହି ଭିଡିଓ ଦେଖନ୍ତୁ

ଦେଖନ୍ତୁ କʼଣ କʼଣ ନୂଆ ଭିଡିଓ, ଗୀତ, ଲେଖା ଓ ଖବର ଆସିଛି ।

ନୂଆ କʼଣ ଅଛି ଦେଖନ୍ତୁ

ଆମେ ଆପଣଙ୍କୁ ଭେଟିପାରିବା

ବାଇବଲରୁ ଜଡ଼ିତ କୌଣସି ପ୍ରଶ୍ନ ଉପରେ ଚର୍ଚ୍ଚା କରନ୍ତୁ କିମ୍ବା ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଅଧିକ ଜାଣନ୍ତୁ ।

ସଭାରେ ଆସନ୍ତୁ

ଆମ ସଭାଗୁଡ଼ିକ ବିଷୟରେ ଜାଣନ୍ତୁ । ଖୋଜନ୍ତୁ ଯେ ଆପଣଙ୍କ ଅଞ୍ଚଳରେ କେଉଁ ଜାଗାରେ ସଭା ହୁଏ ।

ଯିହୋବାଙ୍କ ସାକ୍ଷୀ–ଆମେ କିଏ ଅଟୁ ?

ଯଦିଓ ଆମେ ଭିନ୍ନ ଭିନ୍ନ ଭାଷା ଓ ସଂସ୍କୃତିରୁ ଆସିଅଛୁ, ଆମର ଲକ୍ଷ୍ୟ ଗୋଟିଏ ଥିବା ଯୋଗୁଁ ଆମ ମଧ୍ୟରେ ଏକତା ଅଛି । ସର୍ବପରି, ଆମେ ଯିହୋବା ଈଶ୍ୱର ଯାହାଙ୍କ ବିଷୟରେ ବାଇବଲ କହେ ସମସ୍ତ ସୃଷ୍ଟିର ସୃଷ୍ଟିକର୍ତ୍ତାଙ୍କୁ ଆଦର ଓ ସମ୍ମାନ ଦେଉ । ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରୁ ତେଣୁ ଆମେ ଖ୍ରୀଷ୍ଟିୟାନ ରୂପେ ଗର୍ବିତ । ବାଇବଲ ଓ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଲୋକଙ୍କୁ କହିବା ପାଇଁ ଆମେ ସମସ୍ତେ ସମୟ ବିତାଇଥାଉ । ଆମେ ଯିହୋବା ଈଶ୍ୱର ଓ ତାହାଙ୍କ ରାଜ୍ୟ ବିଷୟରେ କହିଥାଉ ବୋଲି ଆମକୁ ଯିହୋବାଙ୍କ ସାକ୍ଷୀ କୁହାଯାଏ ।

ଆମ ୱେବ୍‌ସାଇଟ୍‌ ଦେଖନ୍ତୁ । ଅନ୍‌ଲାଇନ୍‌ରୁ ବାଇବଲ ପଢ଼ନ୍ତୁ । ଆମର ବିଶ୍ୱାସ ଓ ଆମ ବିଷୟରେ ଅଧିକ ଜାଣନ୍ତୁ ।

 

Two of Jehovah's Witnesses preaching to a man in a rice paddy.