|
|
|
ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଏକାଧାରରେ ଜଣେ ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ, ସ୍ତମ୍ଭକାର ଓ ସମ୍ପାଦକ ଥିଲେ । ସେ ୧୯୨୨ ମସିହା ମଇ ମାସ ୨୧ ତାରିଖ ଦିନ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମ ଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳେ ପ୍ରଥମ ଗପ 'ବନ୍ଦୀ' ପ୍ରକାଶ ପାଇଥିଲା 'ଉତ୍କଳ ସାହିତ୍ୟ' ପତ୍ରିକାରେ । ତାଙ୍କ ରଚିତ ଐତିହାସିକ ଉପନ୍ୟାସ 'ନୀଳଶୈଳ' ନିମନ୍ତେ ସେ ୧୯୬୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେଇଥିଲେ । ଏହାବ୍ୟତିତ ସେ ପ୍ରଥମ ଶାରଳା ପୁରସ୍କାର (୧୯୮୦) ଓ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । 'ନିୟୁ ଓଡ଼ିଶା'ର ପ୍ରୁଫ ରିଡ଼ର ଭାବରେ ଆରମ୍ଭ କରି, ପରବର୍ତ୍ତୀ ସମୟରେ ସମ୍ବାଦର ମୁଖ୍ୟ ସମ୍ପାଦକ ଦାୟିତ୍ଵ ନିର୍ବାହ କରି ଥିଲେ । ସେ ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ଵ ତୁଲାଇଥିଲେ । ସକ୍ରିୟ ରାଜନୀତିଜ୍ଞ ଭାବେ ସେ ଦୁଇଥର ଲୋକସଭା ଓ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ ।
୧୯୯୦ ମସିହା ଡିସେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୁରା ପଢ଼ନ୍ତୁ...
|
|
|
ମଇ
ଜନ୍ମ
- ୨: ପ୍ରଶାନ୍ତ ନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ (ଜନ୍ମ: ୧୯୪୭)
- ୫: ପଣ୍ଡିତ ରଘୁନାଥ ମୁର୍ମୁ (ଜନ୍ମ: ୧୯୦୫)
- ୧୦: ହୃଦାନନ୍ଦ ରାୟ, ଶାରଳା ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୩୦)
- ୧୦: ବିଳାସିନୀ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ଅନୁବାଦକ (ଜନ୍ମ: ୧୯୬୮)
- ୧୦: ଇଗ୍ନେଶ ତିର୍କୀ, ଏକଲବ୍ୟ ପୁରସ୍କାର ସମ୍ମାନିତ ହକି ଖେଳାଳୀ (ଜନ୍ମ: ୧୯୮୧)
- ୧୧: ଜ୍ୟୋତ୍ସ୍ନା ରାଉତରାୟ, ସାମ୍ବାଦିକା, ସାହିତ୍ୟିକା (ଜନ୍ମ: ୧୯୫୮)
- ୧୩: ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୬)
- ୧୫: ବାଳକୃଷ୍ଣ ଦାସ, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର ଓ ପ୍ରଚ୍ଛଦପଟ୍ଟ ଗାୟକ (ଜନ୍ମ: ୧୯୨୩)
- ୧୫: ଶାନ୍ତନୁ କୁମାର ଆଚାର୍ଯ୍ୟ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୧)
- ୧୫: ଭାନୁମତୀ ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ: ୧୯୩୪)
- ୧୬: ବାସୁଦେବ ସୁଢ଼ଳଦେବ, ବାମଣ୍ଡାର ରାଜା (ଜନ୍ମ: ୧୮୫୦)
- ୧୯: ସୁବାସ ଦାସ, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ପ୍ରଛଦପଟ ଗାୟକ (ଜନ୍ମ: ୧୯୬୦)
- ୨୧: ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ରାଜନୀତିଜ୍ଞ (ଜନ୍ମ: ୧୯୨୨)
- ୨୪: ନୀଳମଣି ରାଉତରାୟ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୨୦)
- ୨୪: ଗୋକୁଳାନନ୍ଦ ମହାପାତ୍ର, ବୈଜ୍ଞାନିକ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୨୨)
- ୨୫: ଭଜନ ସମ୍ରାଟ ଭିକାରି ବଳ, ଗାୟକ (ଜନ୍ମ: ୧୯୨୯)
- ୨୮: ନଟରାଜ ବେହେରା, ଓଡ଼ିଆ କ୍ରିକେଟ ଖେଳାଳି (ଜନ୍ମ: ୧୯୮୮)
ମୃତ୍ୟୁ
- ୪: ଦୁର୍ଲଭ ସିଂ, ଅଭିନେତା (ମୃତ୍ୟୁ: ୨୦୧୦)
- ୭: ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ (ମୃତ୍ୟୁ: ୧୯୭୯)
- ୭: ପଣ୍ଡିତ ଭୁବନେଶ୍ଵର ମିଶ୍ର, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର (ମୃତ୍ୟୁ: ୧୯୯୩)
- ୧୦: ଗଣକବି ବୈଷ୍ଣବ ପାଣି, (ମୃତ୍ୟୁ: ୧୯୫୬)
- ୧୦: ବ୍ୟୋମକେଶ ତ୍ରିପାଠୀ, ଜୟଦେବ ପୁରସ୍କାର ସମ୍ମାନିତ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ (ମୃତ୍ୟୁ: ୧୯୯୭)
- ୧୧: ଶରତ ପୂଜାରୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ମୃତ୍ୟୁ: ୨୦୧୪)
- ୧୫ : କାଳିନ୍ଦୀ ଚରଣ ପାଣିଗ୍ରାହୀ (ମୃତ୍ୟୁ: ୧୯୯୧)
- ୧୯: ରତି ରଞ୍ଜନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ମୃତ୍ୟୁ: ୨୦୦୫)
- ୨୪: ଜନ ବୀମସ, ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ (ମୃତ୍ୟୁ: ୧୯୦୨)
- ୨୫: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୧୯୭୪)
- ୨୫: ବୀରେନ ମିତ୍ର, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୭୮)
- ୨୬: କଣ୍ଡୁରୀ ଚରଣ ଦାସ, ଔପନ୍ୟାସିକ ଓ ପ୍ରକାଶକ (ଜନ୍ମ:୧୯୨୯)
- ୩୧: ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ମୃତ୍ୟୁ: ୨୦୧୪)
ପର୍ବପର୍ବାଣୀ
ଜୁନ
ଜନ୍ମ
- ୨: ସରୋଜ ପଟ୍ଟନାୟକ, ଓଡ଼ିଆ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ (ଜନ୍ମ: ୨ଜୁନ ୧୯୪୦)
- ୬: ପଦ୍ମଶ୍ରୀ ବିନୋଦ କାନୁନଗୋ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ (ଜନ୍ମ: ୧୯୧୨)
- ୯: ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୩୧)
- ୧୦: ମଧୁସୂଦନ ପତି, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୧)
- ୧୯: ମଣିମାଳା ଦେବୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ: ୧୯୩୧)
- ୨୧: ଜନ ବୀମସ, ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ (ଜନ୍ମ: ୧୮୩୭)
- ୨୩: ଜଲାଲ ଆଦେନୀ, କଥାଚିତ୍ର ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକ (ଜନ୍ମ: ୧୯୩୬)
- ୨୭: ଗ୍ଲୋରିଆ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ:୧୯୩୨)
ମୃତ୍ୟୁ
- ୧: ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର, ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ (ମୃତ୍ୟୁ: ୨୦୧୪)
- ୨: ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା (ମୃତ୍ୟୁ: ୧୯୭୮)
- ୨: ବିଶ୍ଵନାଥ ଦାସ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୪)
- ୧୧: : ପଠାଣି ସାମନ୍ତ, ଜ୍ୟୋତିର୍ବିଦ ଓ ପଣ୍ଡିତ (ମୃତ୍ୟୁ: ୧୯୦୪)
- ୧୧: ସତ୍ୟନାରାୟଣ ରାଜଗୁରୁ (ମୃତ୍ୟୁ: ୧୯୯୭)
- ୧୪: ବ୍ୟାସକବି ଫକୀର ମୋହନ ସେନାପତି (ମୃତ୍ୟୁ: ୧୯୧୮)
- ୧୫: କୁଞ୍ଜବିହାରୀ ତ୍ରିପାଠୀ
- ୧୭: ଉତ୍କଳମଣି ଗୋପବନ୍ଧୁ ଦାସ (ମୃତ୍ୟୁ: ୧୯୨୮)
- ୨୨- ପଦ୍ମଶ୍ରୀ ବିନୋଦ କାନୁନଗୋ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ (ଜନ୍ମ: ୧୯୧୨)
- ୨୪: ନବକୃଷ୍ଣ ଚୌଧୁରୀ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୮୪)
- ୨୪: ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟୁଶିଳ୍ପୀ (ମୃତ୍ୟୁ: ୧୯୯୭)
- ୨୪: ହରେକୃଷ୍ଣ ବେହେରା, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ (ମୃତ୍ୟୁ: ୨୦୧୨)
- ୨୬: ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନୀତ ନାଟ୍ୟକାର (ମୃତ୍ୟୁ: ୨୬ ଜୁନ ୧୯୯୨)
- ୨୭: ବସନ୍ତ ନାୟକ ଜୟଦେବ ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ (ମୃତ୍ୟୁ: ୨୦୧୧)
ପର୍ବପର୍ବାଣୀ
|
|
|
|
|
|
ତାନବୋ ଚିତ୍ର (ଧାନ କ୍ଷେତରେ ଚିତ୍ର), ଜାପାନ
ଚିତ୍ରତ୍ତୋଳକ: 掬茶
|
|
|
|
|
|
|
|